କୋଭିଡ୍‌ ଡ୍ୟୁଟିରୁ ଆୟୁଷ ଡାକ୍ତରଙ୍କୁ ଛାଡ଼ୁନି ବିଏମ୍‌ସି

୩୨ ଆୟୁଷ ଡାକ୍ତରଙ୍କୁ ରିଲିଭ୍ ପାଇଁ ଚିଠି ଲେଖିଲେ ଆୟୁଷ ନିର୍ଦ୍ଦେଶକ ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ଏବେ ୨ଶହକୁ ଖସି ଆସିଲାଣି। ପ୍ରତ୍ୟେକ ଦିନ ଏହା ଉପର-ତଳ ହେଉଛି। ତେଣୁ କୋଭିଡ ଡ୍ୟୁଟିରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରଙ୍କୁ ମୁକ୍ତି ମିଳୁନି। ସେମାନଙ୍କୁ ରିଲିଭ୍ କରିବା ଲାଗି ଗତ ଜୁନ୍ ୨୧ତାରିଖରୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିସାରିଲାଣି। ଏହା ସତ୍ତ୍ବେ ବିଏମ୍‌ସି ଅଧୀନରେ ଏବେ ବି ୩୨ଜଣ … Continue reading କୋଭିଡ୍‌ ଡ୍ୟୁଟିରୁ ଆୟୁଷ ଡାକ୍ତରଙ୍କୁ ଛାଡ଼ୁନି ବିଏମ୍‌ସି